ପରମେଶ୍ୱର ମାନବ ଜାତିକୁ ପାପ କ୍ଷମା ଓ ଆମ୍ଭମାନଙ୍କ ଆତ୍ମାର ଉଦ୍ଧାର ବିଷୟରେ
ଏକ ମହାନ ପ୍ରହେଳିକା ଦେଲେ । ଯେ କେହି ବାଇବଲରୁ ଏହା ସମାଧାନ କରିବ ସେ ତାହାଙ୍କୁ ସ୍ୱର୍ଗ ରାଜ୍ୟର ଆଶିର୍ବାଦ ଦେବେ ।
ଯେଉଁ ପ୍ରକାରେ ପିତର ବାଇବଲର ସତ୍ୟ ଦ୍ୱାରା ଖ୍ରୀଷ୍ଟଙ୍କୁ ଚିହ୍ନି ପାରିଲା, ସେହି ପ୍ରକାରେ ଆମ୍ଭମାନଙ୍କଠାରେ ମଧ୍ୟ
ଏପରି ବୁଦ୍ଧି ହେବା ଦରକାର ଯାହାଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କୁ ଚିହ୍ନି ପାରିବା ।
ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ଵରଙ୍କ ପୁତ୍ର ।” ମାଥିଉ ୧୬:୧୬
ଯେ ହଜିଯାଇଥିବା ଅମୃତ ବୃକ୍ଷର ବାସ୍ତବିକତା ଅର୍ଥାତ୍ ନୂତନ ନିୟମ ମାଧ୍ୟମରେ
ମାନବ ଜାତିକୁ ଉଦ୍ଧାର ଓ ଅନନ୍ତ ଜୀବନ ଦେବା ନିମନ୍ତେ ଦର୍ଶନ ଦେବେ
ସେ ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱର ଓ ମାତା ପରମେଶ୍ୱର ନୂତନ ଯିରୂଶାଲମ ଅଟନ୍ତି ।
ଯେଉଁ ପ୍ରକାରେ ପରମେଶ୍ୱର ପିତରଙ୍କୁ ସ୍ୱର୍ଗର ରାଜ୍ୟର ଚାବି ଦେଲେ,
ସେହି ପ୍ରକାରେ ଆମ୍ଭମାନଙ୍କୁ ମଧ୍ୟ ପିତା ଓ ମାତାଙ୍କ ପୁନଃସ୍ଥାପିତ କରାଯାଇଥିବା ଅମୃତ
ବୃକ୍ଷର ସତ୍ୟ ଲୋକମାନଙ୍କ ସହିତ ଭାଗ କରିବାର ଆଶିର୍ବାଦ ଓ ଅଧିକାର ଦିଆଯାଇଛି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି