ବାଇବଲରେ ଲିପିବଦ୍ଧ ହୋଇଥିବା ଅନେକ ଯୁଦ୍ଧ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ ଏହା ଶିକ୍ଷା ଦିଅନ୍ତି 
କି ଆତ୍ମିକ ଯୁଦ୍ଧରେ ଶୟତାନ ବିରୁଦ୍ଧରେ କିପରି ବିଜୟ ପ୍ରାପ୍ତ କରିବା ।
ଯିହୋଶୂୟ ଯେପରି ପରମେଶ୍ୱରଙ୍କୁ ସୈନ୍ୟବାହିନୀର ସେନାପତି ଭାବରେ ବିବେଚନା କରି
ପରମେଶ୍ୱରଙ୍କ ନିର୍ଦ୍ଦେଶ ପାଳନ କରି ଯୁଦ୍ଧରେ ଜିତିଲେ,
ଠିକ୍ ସେହିପରି, ଆଜି ମଧ୍ୟ କେବଳ ଯେତେବେଳେ ଆମ୍ଭେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ 
ଏବଂ ମାତା ପରମେଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରି ଏହାକୁ ଅଭ୍ୟାସରେ ଆଣିବା 
ତେବେ ବିଜୟ ପ୍ରାପ୍ତ କରିପାରିବା ।  
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ 
ଫୋନ ୦୩୧-୭୩୮-୫୯୯୯  ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି