ଏହା ସାକ୍ଷ୍ୟ ଦେଇ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ପ୍ରେରିତ ପାଉଲ ଅନେକ ଦୁଃଖ ସହିତ ଏକ କଷ୍ଟଦାୟକ ଜୀବନ ଅତିବାହିତ କଲେ ।
ଯେତେବେଳେ ସ୍ୱର୍ଗରାଜ୍ୟକୁ ଫେରିବାର ସମୟ ପାଖେଇ ଆସିଲା, ସେତେବେଳେ ସେ ଅନୁଭବ କଲେ ଏବଂ କହିଲେ, “ପରମେଶ୍ୱର ମୋତେ ମୁକୁଟ ଦେବା ପାଇଁ ଏହି ପ୍ରକାରର ଜୀବନ ଅତିବାହିତ କରିବାକୁ ଅନୁମତି ଦେଇଛନ୍ତି, ଏବଂ ଏହା ସମସ୍ତ ସାଧୁମାନଙ୍କ ପାଇଁ ସମାନ ।”
ଏହିପରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ମଧ୍ୟ ବାଇବଲର ପ୍ରତିଜ୍ଞା ଉପରେ ବିଶ୍ୱାସ କରନ୍ତି ଯେ ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ପରିତ୍ରାଣ ଘୋଷଣା କରି ସ୍ୱର୍ଗୀୟ ମୁକୁଟ ପ୍ରାପ୍ତ କରିବେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି