ବାଇବଲ ଏହି ବିଷୟର ସାକ୍ଷ୍ୟ ଦେଇଥାଏ କି ଯେଉଁ ଲୋକମାନେ ରବିବାର ଆରାଧନା ଯେମିତି
ମନୁଷ୍ୟମାନଙ୍କ ନିୟମର ପାଳନ କରନ୍ତି, ସେମାନେ ଆପଣା ବୁଦ୍ଧି ଓ ପ୍ରବୀଣତା ହରେଇ ଦେବେ
ଏବଂ ଆତ୍ମିକ ରୂପେ ଅନ୍ଧ ହୋଇଯିବେ, ସିୟୋନକୁ ଖୋଜିବାରେ ଅସମର୍ଥ ହେବେ
ଏବଂ ପରିତ୍ରାଣ ମଧ୍ୟ ପ୍ରାପ୍ତ କରିପାରିବେ ନାହିଁ ।
ତାହା କେବଳ ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଅଟେ ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଓ ସ୍ୱର୍ଗୀୟ ମାତାଙ୍କୁ ଚିହ୍ନିଥାଏ ଯେ ସିୟୋନରେ ଉଦ୍ଧାରକର୍ତ୍ତା ରୂପେ ଆସିଛନ୍ତି,
ଆଉ ତିନିଥରକେ ସାତ ପର୍ବ ଏବଂ ନୂତନ ନିୟମର ସତ୍ୟକୁ ପାଳନ କରିଥାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି