୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ପାଳନ କରୁଥିବା କୋରିଆୟୀ ଅଟନ୍ତି ।
ସେହି ପ୍ରକାର, ଯେଉଁମାନେ ସୃଷ୍ଟିକର୍ତ୍ତାଙ୍କ ସ୍ମୃତି ଦିବସ ବିଶ୍ରାମ ଦିନ
ଏବଂ ମୁକ୍ତିଦାତାଙ୍କ ସ୍ମୃତି ଦିବସ ନିସ୍ତାର ପର୍ବକୁ ପାଳନ କରନ୍ତି,
ସେମାନେ ପରମେଶ୍ୱରଙ୍କ ଲୋକ ଅଟନ୍ତି ଯେଉଁମାନେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିପାରିବେ ।
ଏହି ଦିନରେ, ଏକମାତ୍ର ଚର୍ଚ୍ଚ ଯେ ନୂତନ ନିୟମର ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପାଳନ କରନ୍ତି
ଯାହା କେବଳ ପରମେଶ୍ୱରଙ୍କ ଲୋକମାନଙ୍କୁ ଦିଆଯାଇଥିବା ସ୍ମୃତି ଦିବସ ଅଟେ,
ତାହା ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଅଟେ ।
“କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି ।”
ମାଥିଉ ୧୨:୮
“ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର ।”
ଯାତ୍ରା ପୁସ୍ତକ ୨୦:୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି