ମାନବଜାତି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍ ଏବଂ ପରମେଶ୍ୱରଙ୍କ ଶିକ୍ଷାନୁସାରେ ଏକ ଧାର୍ମିକ ଜୀବନ ବଞ୍ଚିବା ଉଚିତ୍ ଯଦ୍ଦ୍ୱାରା ସେମାନେ ସ୍ୱର୍ଗର ରାଜ୍ୟରେ ଅନନ୍ତ ଆନନ୍ଦ ହେବା ଅଟେ । ଯାହା ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ତେଣୁକରି ପାଉଲ କହିଲେ ଯେ ସେ ବିଶ୍ବାସର ଲକ୍ଷ୍ୟ ନିମନ୍ତେ ଦୌଡ଼ିଲେ - ଆତ୍ମାର ପରିତ୍ରାଣ ।
ଆମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ପାଇଁ, ଯାହା ଆମ୍ଭମାନଙ୍କ ବିଶ୍ୱାସର ଲକ୍ଷ୍ୟକୁ ଅଟେଆମ୍ଭମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ ଶରୀରରେ ଦ୍ୱିତୀୟ ଥର ପାଇଁ ଏହି ପୃଥିବୀକୁ ଆସିଲେ ଏବଂ ନୂତନ ନିୟମର ନିସ୍ତାରପର୍ବକୁ ପୁନଃସ୍ଥାପନ କଲେ ଯାହାକୁ ୩୨୫ ଖ୍ରୀଷ୍ଚାଦ୍ଧରେ ନଷ୍ଟ କରିଦିଆଯାଇଥିଲା ।
ଏହି ଶିକ୍ଷାକୁ ଅନୁସରଣ କରୁଥାଇ ପରମେଶ୍ୱରଙ୍କ ପବିତ୍ର ଆତ୍ମା ନିସ୍ତାରପର୍ବ ବିନା ଆମ୍ଭମାନଙ୍କ ଅନ୍ତରରେ ରହିପାରିବେ ନାହିଁ, ସମଗ୍ର ବିଶ୍ଵରେ ଥିବା ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ନିସ୍ତାରପର୍ବକୁ ପବିତ୍ର ରଖନ୍ତି ।
ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ।... ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ଵାସର ଲକ୍ଷ୍ୟ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ । ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ୧ପିତର ୧:୭-୯
ସେହି ସାକ୍ଷ୍ୟ ଏହି ଯେ, ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । ୧ଯୋହନ ୫:୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି