ପରମେଶ୍ୱରଙ୍କ ନିକଟକୁ ଫେରିବା ପାଇଁ, ରାଜା ହିଜକୀୟ ଆମକୁ ନିସ୍ତାରପର୍ବ ପାଳନ କରିବାକୁ ଶିଖାଇଲେ ଏବଂ ଭବିଷ୍ୟଦ୍ବକ୍ତା ମଲାଖୀ ଆମକୁ ଦଶମାଂଶ ଏବଂ ନୈବେଦ୍ୟର ନିୟମ ପାଳନ କରିବାକୁ ଶିଖାଇଲେ ।
ଏହା ବ୍ୟତିତ, ପ୍ରେରିତ ଯୋହନ ଭବିଷ୍ୟବାଣୀ କଲେ ଯେ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ, ଯେଉଁମାନେ ଶୟତାନର ବିରୁଦ୍ଧରେ ଅଛନ୍ତି, ଯେଉଁମାନେ ତାହାଙ୍କ ଆଜ୍ଞା(ଯେମିତି ବିଶ୍ରାମ ଦିନ ଏବଂ ନିସ୍ତାରପର୍ବ) ର ପାଳନ କରୁଥାଇ ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ଅଛନ୍ତି ।
ଯେପରି ପ୍ରେରିତ ପାଉଲ ପରମେଶ୍ୱରଙ୍କ ଆଜ୍ଞା ମାଧ୍ୟମରେ ସେହି ଲୋକମାନଙ୍କୁ ରକ୍ଷା କଲେ ଯେଉଁମାନେ ଶୟତାନର ଅଧୀନରେ ଥିଲେ, ସେହି ପ୍ରକାର ଆଜି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସମଗ୍ର ଜଗତକୁ ବିଶ୍ରାମ ଦିନ ଓ ନୂତନ ନିୟମର ନିସ୍ତାରପର୍ବର ପ୍ରଚାର କରି ସେହି ଲୋକମାନଙ୍କ ନେତୃତ୍ୱ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ପରିତ୍ରାଣ ଆଡ଼କୁ କରୁଛନ୍ତି ଯେଉଁମାନେ ଶୟତାନର ଅଧିନରେ ଅଛନ୍ତି ।
ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ ।
ଯାତ୍ରା ପୁସ୍ତକ ୨୦:୬
... ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି । କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ,... ସ୍ଵଜାତି ଓ ବିଜାତିମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ଵରଙ୍କ ପ୍ରତି ଫେରନ୍ତି, ପୁଣି ପାପକ୍ଷମା ଓ ଆମ୍ଭଠାରେ ବିଶ୍ଵାସ ଦ୍ଵାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି, ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ନୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ,...
ପ୍ରେରିତ ୨୬:୧୫-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି