ଯେପରି ଡାଃ. ହ୍ୟାରି ହାର୍ଲୋ ରେସୁସ୍ ମାଙ୍କଡ ଉପରେ ମାତୃତ୍ୱ ଅଭାବ ବିଷୟରେ ଏକ ଗେବେଷଣା ଦ୍ୱାରା
ଅନୁସନ୍ଧାନ କଲେ ଯେ ଯେପରି ଏକ ଜୀବିତ ପ୍ରାଣୀ ପାଇଁ ଖାଦ୍ୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ
ମାତାଙ୍କ ଉଷ୍ମତା, ସେହିପରି ଆମ୍ଭମାନଙ୍କୁ ଆତ୍ମାକୁ ବଞ୍ଚାଇବା ପାଇଁ ସେମାନଙ୍କ ଯତ୍ନ
ମାତାଙ୍କ ମନରୁ ଏବଂ ପ୍ରେମର ସହିତ କରିବା ଉଚିତ୍ ।
ଯେପରିକି ଯୀଶୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ ଏବଂ ସେମାନଙ୍କର ପ୍ରତିପାଳନ କର,”
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ନିଜ ଭାଇ ଓ ଭଉଣୀମାନଙ୍କୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ସ୍ୱର୍ଗୀୟ ମାତାଙ୍କ ଜୀବନର ବାକ୍ୟ ଚରାନ୍ତି, ଏବଂ ଠିକ୍ ଯେପରି ଜଣେ ମାତା
ନିଜ ସନ୍ତାନମାନଙ୍କର ଯତ୍ନ ନିଏ ସେହିପରି ସେମାନେ ସର୍ବଦା ପ୍ରେମ ଏବଂ ଉଷ୍ମତା ପ୍ରଦାନ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି