ଦୁଇ ହଜାର ବର୍ଷ ପୂର୍ବେ ଯୀଶୁ ଆସିଲେ ଓ ଭବିଷ୍ଯଦବାଣୀ ଅନୁସାରେ ସିୟୋନକୁ ସ୍ଥାପନ କଲେ ।
ଅନ୍ଧକାର ଯୁଗରେ, ନୂତନ ନିୟମର ପର୍ବ [ସିୟୋନ] ଯେପରିକି ବିଶ୍ରାମଦିନ ଏବଂ ନିସ୍ତାରପର୍ବକୁ ଉଚ୍ଛେଦ କରାଗଲା, ଏବଂ ଖ୍ରୀଷ୍ଟମାସ ଏବଂ ଧନ୍ୟବାଦ ଦିବସ ପରି ଲୋକମାନଙ୍କ ଆଜ୍ଞା ଚର୍ଚ୍ଚରେ ପ୍ରଚଳିତ ହେଲା ।
ବାଇବଲ ଭବିଷ୍ୟବାଣୀ କରିଥିଲା ଯେ ପରମେଶ୍ୱର ମାନବଜାତିଙ୍କ ପରିତ୍ରାଣ ନିମନ୍ତେ ସିୟୋନକୁ ପୁନଃନିର୍ମାଣ କରିବାକୁ ଆସିବେ, ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱରଙ୍କ ପର୍ବର ସ୍ଥାନ ସ୍ଥାପନ ଚର୍ଚ୍ଚ ଅଫ୍ ଗଡ୍ କୁ ସ୍ଥାପନ କଲେ, ଏବଂ ସମସ୍ତ ଭବିଷ୍ୟବାଣୀଗୁଡ଼ିକୁ ପୂର୍ଣ୍ଣ କଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି