ପରମେଶ୍ୱରଙ୍କୁ ଜାଣିବାର ଗୁପ୍ତ ରହସ୍ୟ, ଗୁପ୍ତ ମାନ୍ନାର ଦୃଷ୍ଟାନ୍ତକୁ ବୁଝିବାରେ ଅଛି ।
ଯେତେବେଳେ ଯୀଶୁ ସାକ୍ଷ୍ୟ ଦେଲେ ଯେ ସେ ମାନ୍ନା ଅର୍ଥାତ୍ ଜୀବନଦାୟକ ଆହାର ଯେ ସ୍ୱର୍ଗରୁ ଓହ୍ଲାଇଲେ,
ତେବେ ଅନେକ ଯିହୁଦୀ ତାଙ୍କୁ ପରିହାସ କଲେ ଏବଂ ତାଙ୍କୁ ଛାଡି ଚାଲିଗଲେ
କିନ୍ତୁ ଶିଷ୍ୟମାନେ ସେମାନଙ୍କର ବିଶ୍ୱାସ ବଜାୟ ରଖିଲେ । ସେହିପରି, ଆଜି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ
ଗୁପ୍ତ ମାନ୍ନାର ଦୃଷ୍ଟାନ୍ତ ଦ୍ୱାରା ଏହା ଅନୁଭବ କରି ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ମାତା ପରମେଶ୍ୱର ହିଁ ପରମେଶ୍ୱର ଅଟନ୍ତି ଯେଉଁମାନେ ଆମକୁ ସ୍ୱର୍ଗର ପଥ ଦେଖାଇଲେ,
ବିଶ୍ୱାସର ପଥରେ ଚାଲୁଅଛୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି