ଅବ୍ରହାମ, ନୋହ, ମୋଶା ଏବଂ ଦାନିୟେଲଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଲା କାରଣ ସେମାନେ ପରମେଶ୍ବରଙ୍କ ବାକ୍ୟର ପାଳନ କଲେ, ଯଦିଓ ସେମାନେ ଅସମ୍ଭବ ପରିସ୍ଥିତିର ସମ୍ମୁଖୀନ ହେଲେ ।
ବାଇବଲ ଏହିପରି ଇତିହାସ ଦର୍ଶାଏ ଯେ ଯଦିଓ ପରିସ୍ଥିତି ଯାହା ହେଉନା କାହିଁକି ଆମ୍ଭେ ପରମେଶ୍ୱରଙ୍କ ଅସ୍ତିତ୍ୱ ଉପରେ ଦୃଢ଼ ବିଶ୍ୱାସ ରଖିବା ଆବଶ୍ୟକ ।
କିନ୍ତୁ, ଇସ୍ରାଏଲୀୟମାନେ ୪୦ ବର୍ଷ ପରେ ସେଠାରେ ପ୍ରବେଶ କଲେ ଏବଂ ବଚସା କରିବା ଏବଂ ଅଭିଯୋଗ କରିବା ପରେ ଜଙ୍ଗଲ ମଧ୍ୟରେ ବିନଷ୍ଟ ହେଲେ କାରଣ ସେମାନେ କେବଳ ଅଖି ଆଗରେ ଘଟୁଥିବା ଜିନିଷ ଉପରେ ଧ୍ୟାନ ଦେଇଥିଲେ ।
ଏହା ସେମାନଙ୍କର ବିଶ୍ୱାସର ଅଭାବ ହେତୁ ହୋଇଥିଲା ।
ସେହିଭଳି, ଆଜି ଯେତେବେଳେ ଆମ୍ଭେ ସ୍ୱର୍ଗୀୟ କିଣାନ ଆଡ଼କୁ ଯାଉଛୁ, ତେବେ ବିଶ୍ୱାସର ମରୁଭୂମିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମ୍ଭେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ।
ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ । ତଦ୍ଦ୍ଵାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ । ବିଶ୍ଵାସ ଦ୍ଵାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ଵ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ ।
ଏବ୍ରୀ ୧୧:୧-୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି