ପରମେଶ୍ୱର କୁହନ୍ତି, “ବାଇବଲର ବାକ୍ୟକୁ କେବେବି ଯୋଗ ନାହିଁ କିମ୍ବା ଲୋପ କରନ୍ତୁ ନାହିଁ” ଏବଂ ଏହା ବାଇବଲରେ ଲେଖା ହୋଇଛି ଯେ ଯେତେବେଳେ ଲୋକମାନେ ଆତ୍ମା ଓ କନ୍ୟାଙ୍କ ପାଖକୁ ଯାଆନ୍ତି, ଯେଉଁମାନେ ଜୀବନଦାୟକ ଜଳ ଦିଅନ୍ତି, ତେବ ସେମାନଙ୍କୁ ଉଦ୍ଧାର କରାଯାଇପାରିବ ।
ତେଣୁ, ଚର୍ଚ୍ଚ ଅଫ୍ ଗଡ୍, ଯିଏ ପବିତ୍ର ଆତ୍ମା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, ଯିଏ କନ୍ୟା ଅଟନ୍ତି, ଙ୍କଠାରେ ବିଶ୍ୱାସ କରିଥାଏ ସେହି ଚର୍ଚ୍ଚ ଅଟେ ଯାହାଠାରେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି ଏବଂ ସେ ପରିତ୍ରାଣ ପାଇବ ।
ପ୍ରେରିତ ପାଉଲ ବାଇବଲରେ ଲେଖିଛନ୍ତି ଯେ ପ୍ରତିଜ୍ଞାର ସନ୍ତାନମାନେ ଅନୁଗ୍ରହ ଦ୍ୱାରା ମନୋନୀତ ହୋଇଛନ୍ତି ଏବଂ ଯେଉଁମାନେ ଉଦ୍ଧାର ପାଇବେ ସେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ଅଟନ୍ତି । ଏହାର ଅର୍ଥ ହେଉଛି ଯେଉଁମାନେ ପବିତ୍ର ଆତ୍ମା ଯୁଗରେ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ସେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ଏବଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ମନୋନୀତ ଅବଶିଷ୍ଟ ଲୋକ ହେବେ ।
ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ।
ଗାଲାତୀୟ ୪:୨୮
ପୁଣି, ଯିଶାଇୟ ଇସ୍ରାଏଲ ସମ୍ଵନ୍ଧରେ ଉଚ୍ଚ ସ୍ଵରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେନ୍ତ”
ରୋମୀୟ ୯:୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି