ଏକ ଏମିତି ସମୟ ହୋଇଥାଏ ଯେବେ କେହି ଆମ୍ଭମାନଙ୍କ ଆଖିରେ ସଂସାରର ସବୁଠୁ ସନ୍ଦର ସ୍ତ୍ରୀ କିମ୍ବା ପୁରୁଷ ହୋଇଯାଏ ।
କେବଳ ସେମାନଙ୍କ ସକାରାତ୍ମକ ସମୟ ଏବଂ ଶକ୍ତି ହିଁ ଦେଖାଯାଏ ଏବଂ କିଛି ହେଲେ ମଧ୍ୟ, ସେ ସମସ୍ତେ ସୁନ୍ଦର ଲାଗନ୍ତି ।
ଏହା କୁହାଯାଏ କି ସେମାନେ ପ୍ରେମରେ ଅନ୍ଧ ହୋଇଯାଆନ୍ତି ।
ମନୋବିଜ୍ଞାନରେ, ଏହି ଘଟଣାକୁ ‘ଗୋଲାପୀ ଲେନ୍ସ ପ୍ରଭାବ’ କୁହାଯାଏ ।
କିନ୍ତୁ, ଗୋଲାପୀ ଲେନ୍ସ ପ୍ରଭାର ଅଧିକରୁ ଅଧିକ କେବଳ ତିନି ବର୍ଷ ହିଁ ରହିଥାଏ ।
ସମୟର ସହିତ ଆପଣଙ୍କୁ ଧୀରେ-ଧୀରେ ଅନ୍ୟ ବ୍ୟକ୍ତିର ଦୁର୍ବଳତା ଦେଖା ଯିବାକୁ ଲାଗିଥାଏ ଏବଂ ଯେମିତି ଆପଣ ଅନ୍ୟ ବ୍ୟକ୍ତିର କଠିନ ବିଷୟ ବୁଝିପାରୁ ଥିଲେ, ତାହା ଅସୁବିଧା ପରି ଦେଖାଯିବା ଆରମ୍ଭ କରେ ।
ଅନ୍ୟ ଶବ୍ଦରେ, ଆପଣଙ୍କ ପ୍ରେମ ଥଣ୍ଡା ହୋଇଯାଏ ।
ତେବେ, କ’ଣ ଏହି ଗୋଲାପୀ ଲେନ୍ସର ଭାବନାକୁ କେବେ ନ ହରେଇବାର କୌଣସି ଉପାୟ ଅଛି?
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି