ଚର୍ଚ୍ଚକୁ ଯିବା ଏହି ବିଷୟର ଗାରେଣ୍ଟୀ ନୁହେଁ କି ଆପଣ ପରମେଶ୍ୱରଙ୍କ ସନ୍ତାନ ହୋଇଛନ୍ତି ।
ପରମେଶ୍ୱରଙ୍କୁ ସଠିକ୍ ଭାବେ ଗ୍ରହଣ କରିବା ପାଇଁ ଏବଂ ପରମେଶ୍ୱରଙ୍କ ସନ୍ତାନ ହେବାର
ଆଶୀର୍ବାଦ ଓ ଅଧିକାର ପାଇବା ନିମନ୍ତେ, ଆମ୍ଭକୁ ନୂତନ ନିୟମରେ ଅଂଶ ଗ୍ରହଣ କରିବା ଦ୍ୱାରା
ଯୀଶୁଙ୍କ ମାଂସକୁ ଭୋଜନ ଏବଂ ତାହାଙ୍କ ରକ୍ତକୁ ପାନ କରିବା ଉଚିତ୍ ।
ଆଜି, ସାର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ ର ସମସ୍ତ ସଦସ୍ୟ ନୂତନ ନିୟମର ନିସ୍ତାର ପର୍ବ ପାଳନ କରନ୍ତି ।
ନିସ୍ତାର ପର୍ବ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପିତ କରାଗଲା ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ
ସ୍ୱର୍ଗୀୟ ମାତାଙ୍କ ଦ୍ୱାରା ପୁନଃସ୍ଥାପିତ କରାଗଲା । ଏମିତି ଏଥିପାଇଁ ଅଟେ କାରଣ ନିସ୍ତାର ପର୍ବ
ପରମେଶ୍ୱରଙ୍କୁ ଗ୍ରହଣ କରିବା ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ କରିବାର ଏକମାତ୍ର ପଥ ଅଟେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି