ଚର୍ଚ୍ଚ ଅଫ୍ ଗଡ୍ କୁ, ଯେଉଁଠି ପିତାର ଓ ପାଉଲ ଯାଉଥିଲେ,
ଯୀଶୁ ସ୍ଥାପିତ କରିଥିଲେ ଆଉ ତାହା ପ୍ରେରିତଙ୍କ ଯୁଗରୁ
ପରିଚାଳିତ ହେଉଥିବା ମୂଳ ଶିକ୍ଷାର ରକ୍ଷା କରିଥାଏ ।
ବାଇବଲର ଅନୁସାରେ, ଯୀଶୁଙ୍କ ସ୍ଥାପିତ ନୂତନ ନିୟମର ବିଶ୍ରାମ ଦିନ ଓ ନିସ୍ତାରପର୍ବ
ପାଳନ ନ କରି ରବିବାରର ଆରାଧନା ଓ କ୍ରିସମସ ଯେପରି ମୂର୍ତ୍ତିପୂଜକ ଧର୍ମିର
ଶିକ୍ଷାଗୁଡ଼ିକର ପାଳନ କରିବା ବିଧର୍ମ ଅଟେ ଯାହା ଆମ୍ଭମାନଙ୍କୁ ବିନାଶକୁ ପହଞ୍ଚାଇଥାଏ ।
ଏହି ଯୁଗରେ ପ୍ରଥମ ଚର୍ଚ୍ଚର ମୂଳ ସତ୍ୟକୁ ଅନୁଭବ କରି ଏହା ଉପରେ ଚାଲିବା ଦ୍ୱାରା
ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଯୁଗର ଉଦ୍ଧାରକର୍ତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଓ ମାତା ପରମେଶ୍ୱରଙ୍କୁ ଅନୁଭବ କରିପାରିବା ।
କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ଵା ସ୍ଵର୍ଗଦୂତ ହେଲେ ମଧ୍ୟ କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ । ଗାଲାତୀୟ ୧:୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି