ନିସ୍ତାର ପର୍ବ କେବଳ ରୋଟୀର ଗୋଟିଏ ଖଣ୍ଡ ଭୋଜନ କରିବା ଏବଂ ଗୋଟିଏ କପ ଦ୍ରାକ୍ଷାରସ
ପାନ କରିବାର ପର୍ବ ନୁହେଁ । ଏହା ପରିତ୍ରାଣର ପ୍ରତିଜ୍ଞା ପ୍ରାପ୍ତ କରିବା ପାଇଁ
ପରମେଶ୍ୱରଙ୍କ ଲୋକଙ୍କ ରୂପେ ମୁଦ୍ରାଙ୍କ ପ୍ରାପ୍ତ କରିବାର ଦିନ ଅଟେ
ପରମେଶ୍ୱର ଶୟତାନର ଶକ୍ତିକୁ ହରେଇବା ଓ
ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ଆସିଥିଲେ ।
ପୁତ୍ରଙ୍କ ଯୁଗରେ କେବଳ ଯୀଶୁ ଥିଲେ, ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ
ସେ କେବଳ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଅଟନ୍ତି
ଯେଉଁମାନେ ମାନବଜାତିକୁ ନୂତନ ନିୟମର ନିସ୍ତାର ପର୍ବ ଦେଇଥିଲେ
ଯେଉଁଥିରେ ଅନନ୍ତ ଜୀବନର ପ୍ରତିଜ୍ଞା ଶାମିଲ ଅଛି ।
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ... ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି... ପୁଣି, ସେଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ।” ଯିଶାଇୟ ୨୫:୬-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି