ଯେତେବେଳେ ସାରା ଦୁନିଆରେ ଅପ୍ରତ୍ୟାଶିତ ବିପତ୍ତି ଆସେ ତେବେ ଜୀବନର ପଥ କିପରି ଖୋଜିବା
ଯେହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହିତ ପ୍ରାକୃତିକ ବିପତ୍ତି ଏବଂ
ରୋଗ ବଢ଼ିବାରେ ଲାଗିଛି, ଏବଂ ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ କ’ଣ କରିବାର ଅଛି
କିମ୍ବା ନା ତ ସେମାନେ କୌଣସି ସମାଧାନ ପ୍ରଦାନ କରିପାରିବେ । ଏହିପରି ବିପର୍ଯ୍ୟୟରୁ
ବଞ୍ଚିବାର ଉପାୟ କେବଳ ପରମେଶ୍ବର ହିଁ ଆମ୍ଭମାନଙ୍କୁ ଶିଖାଇ ପାରିବେ ।
ପରମେଶ୍ବର ଆମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ଅନନ୍ତ ଜୀବନର ପଥ
ଏଦନରେ ଅମୃତ ବୃକ୍ଷ ମଧ୍ୟରୁ ଖାଇବା
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆମ୍ଭମାନଙ୍କୁ ସଦସତ୍ ଜ୍ଞାନଦାୟକ
ବୃକ୍ଷ ମଧ୍ୟରୁ ଖାଇବାର ପାପରୁ କ୍ଷମା କରିଛନ୍ତି ଯାହା ସମସ୍ତ ମାନବଜାତି ଉପରେ ମୃତ୍ୟୁ ଆଣିଦେଲା ।
ସେ ଆମ୍ଭମାନଙ୍କୁ ନୂତନ ନିୟମର ନିସ୍ତାରପର୍ବର ସତ୍ୟ, ଅମୃତ ବୃକ୍ଷର ପଥ ଶିଖାଇଛନ୍ତି ।
ଏକମାତ୍ର ଚର୍ଚ୍ଚ ଯେଉଁଥିରେ ଆଜି ଅମୃତ ବୃକ୍ଷର ଏହି ସତ୍ୟ ଅଛି,
ତାହା ହେଉଛି ଚର୍ଚ୍ଚ ଅଫ୍ ଗଡ୍ ।
ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ଦେଖ,
ମନୁଷ୍ୟ ଭଲମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ
ହୋଇଅଛି; ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର
ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,
ଆଦି ପୁସ୍ତକ ୩:୨୨
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି
... ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ,
ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ,
ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
ଯୋହନ ୬:୫୩-୫୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି