ବାଇବଲର ଭବିଷ୍ୟବାଣୀ ଅନୁଯାୟୀ, କେବଳ ପରମେଶ୍ୱର ଧ୍ୱଂସ ହୋଇଥିବା ସିୟୋନକୁ ପୁନର୍ନିର୍ମାଣ କରିପାରିବେ, ଏବଂ ଯୀଶୁ ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ବାଇବଲର ୬୬ ପୁସ୍ତକର ସଠିକ ବ୍ୟାଖ୍ୟା ଦିଆଯାଇପାରିବ ନାହିଁ ।
ଯୀଶୁ ପରମେଶ୍ବରଙ୍କ ପର୍ବର ନଗର ସିୟୋନକୁ ସ୍ଥାପନ କଲେ, କିନ୍ତୁ ଏହାକୁ ଅନ୍ଧକାର ଯୁଗ ସମୟରେ ଧ୍ବଂସ କରାଗଲା ।
ଦ୍ବିତୀୟ ଆଗମନକାରୀ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଚର୍ଚ୍ଚ ଅଫ୍ ଗଡ୍ [ସିୟୋନ] ରେ ପର୍ବଗଡ଼ିକୁ ପୁନଃସ୍ଥାପିତ କଲେ, ଏବଂ ଭବିଷ୍ଯବାଣୀକୁ ପୂର୍ଣ୍ଣ କଲେ ଯେ ସିଯୋନ, ଯେଉଁଠାରେ ପରମେଶ୍ବରଙ୍କ ପର୍ବ ପାଳନ କରାଯାଏ, ପୁନର୍ନିର୍ମାଣ କରାଯିବା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି