ପାପକ୍ଷମା ପାଇବାକୁ ହେଲେ ଜଣକୁ ପାପଗୁଡ଼ିକୁ ବହନ କରିବାକୁ ପଡିବ । ପରମେଶ୍ୱର ଆମ୍ଭକୁ ବିଶ୍ରାମ ଦିନରେ ବଳି ଦିଆଯାଇଥିବା ପଶୁ, ଦୈନିକ ହୋମବଳି, ନିସ୍ତାରପର୍ବ ଓ ପୁରାତନ ନିୟମର ଅନ୍ୟ ସମସ୍ତ ପର୍ବ, ଆଉ ପୁରାତନ ନିୟମର ବ୍ୟବସ୍ଥା ଦ୍ୱାରା ଏହା ପ୍ରଥମରୁ ଦେଖାଯାଇଛି ଯେ ପ୍ରାୟଶ୍ଚିତ୍ତର ଦିନରେ, ପାପ ଗୁଡ଼ିକୁ ଅଜାଜେଲ ଉପରେ ଦିଆଯାଉଥିଲା ଯାହାକୁ ଜଙ୍ଗଲରେ ପଠେଇ ଦିଆଯାଉଥିଲା ଏବଂ ସେ ମରିଯାଉଥିଲା ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଅନୁଭବ କରନ୍ତି କି ପରମେଶ୍ୱର ଆପଣା ସୃଷ୍ଟିର ଲୋକମାନଙ୍କ ଦ୍ୱାରା କ୍ରୁଶର ସମସ୍ତ ପୀଡ଼ା, ଉପହାସ ଏବଂ ଅବମାନନାକୁ ସହ୍ୟ କଲେ କାରଣ ଏହା ପରମେଶ୍ୱରଙ୍କ ମହାନ ପ୍ରେମ ଥିଲା ଯାହା ସମସ୍ତ ମାନବ ଜାତିକୁ ସେମାନଙ୍କ ପାପର ବେତନ ଦେଇ ରକ୍ଷା କରିବାକୁ ଚାହୁଁଥିଲେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଅନୁଭବ କରନ୍ତି କି ପରମେଶ୍ୱର ଆପଣା ସୃଷ୍ଟିର ଲୋକମାନଙ୍କ ଦ୍ୱାରା କ୍ରୁଶର ସମସ୍ତ ପୀଡ଼ା, ଉପହାସ ଏବଂ ଅବମାନନାକୁ ସହ୍ୟ କଲେ କାରଣ ଏହା ପରମେଶ୍ୱରଙ୍କ ମହାନ ପ୍ରେମ ଥିଲା ଯାହା ସମସ୍ତ ମାନବ ଜାତିକୁ ସେମାନଙ୍କ ପାପର ବେତନ ଦେଇ ରକ୍ଷା କରିବାକୁ ଚାହୁଁଥିଲେ ।
ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ଵୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ଵସ୍ତ ଓ ନ୍ୟାୟବାନ ଅଟନ୍ତି । ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ ।
୧ଯୋହନ ୧:୯-୧୦
ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ଵରୂପ ପ୍ରାଣ ଦେବାକୁ ଆସିଅଛନ୍ତି ।
ମାଥିଉ ୨୦:୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି