ସେନାପତି, ରକ୍ତସ୍ରାବ ସ୍ତ୍ରୀ ଓ ଦୁଇଜଣ ଅନ୍ଧ ଲୋକ ଯୀଶୁଙ୍କଠାରେ ବିଶ୍ବାସ ବୁଣିଲେ ଏବଂ ଭଲ ଫଳାଫଳ ପାଇଲେ ।
ତେଣୁ, ଆମ୍ଭମାନଙ୍କୁ ମଧ୍ୟ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ “ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ” ବିଶ୍ୱାସ ବୁଣିବା ଆବଶ୍ୟକ ।
ଯେପରି ଯୀଶୁ ଖ୍ରୀଷ୍ଟ ୨,୦୦୦ ବର୍ଷ ପୂର୍ବେ କରିଥିଲେ, ସେମିତି ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ସେମାନଙ୍କ ପିଲାମାନଙ୍କୁ ଜୀବନର ସମାଚାର ମାଧ୍ୟମରେ ସମଗ୍ର ଜଗତକୁ ଉଦ୍ଧାର କରିବାର କ୍ଷମତା ଦେଇଛନ୍ତି; ତେଣୁ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥାଇ, ଯେଉଁମାନେ ମାନବଜାତିର ପରିତ୍ରାଣ ନିମନ୍ତେ ସବୁକିଛି ପ୍ରସ୍ତୁତ କରିଅଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି