ଅବ୍ରହାମଙ୍କ ପରିବାରରେ, ଇଲୀୟେଜର ଏବଂ ଇଶ୍ମାଏଲ ଉତ୍ତରାଧିକାରୀ ହୋଇନଥିଲେ।
ସର୍ବ ସାନ ଇସ୍ହାକ ପିତା ଏବଂ ମାତାଙ୍କ ମାଧ୍ୟମରେ ଏହି ଉତ୍ତରାଧିକାରୀ ପ୍ରାପ୍ତ କଲେ ଯେ ସ୍ୱାଧୀନ ଥିଲେ ।
ଏହା ହେଉଛି ଶିକ୍ଷା ଯାହା ପରମେଶ୍ୱର ମାନବଜାତିଙ୍କୁ ଶିକ୍ଷା ଦିଅନ୍ତି ।
ଆଜି ମଧ୍ୟ, ଯେତେବେଳେ ଆମେ ନୂତନ ନିୟମ ମାଧ୍ୟମରେ ପିତା ଆନ୍ ସାଙ୍ଗ୍ ହୋଙ୍ଗ ଏବଂ ମାତା ପରମେଶ୍ୱରଙ୍କ ସନ୍ତାନ ହୋଇଥାଉ, ତେବେ ଆମେ ପରମେଶ୍ୱରଙ୍କ ଉତ୍ତରାଧିକାରୀ ଭାବରେ ସ୍ୱର୍ଗରେ ରାଜ ପଦଧାରୀ ଯାଜକ ହୋଇପାରିବା ।
ଯେତେବେଳେ ଯୀଶୁ କହିଥିଲେ, “ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ,” ତେଣୁ ପିତର ଭୟଭୀତ ହେଲେ କାରଣ କେବଳ ଯାହାଙ୍କ ପରମେଶ୍ୱର ସହିତ ଅଂଶ ଅଛି ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ ।
ସେଥିପାଇଁ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ସମଗ୍ର ବିଶ୍ୱରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ପ୍ରଚାର କରନ୍ତି ଏବଂ ସେମାନଙ୍କୁ ଆଲୋକିତ କରନ୍ତି ଯେ ପରମେଶ୍ୱର ଏବଂ ମାନବଜାତି ମଧ୍ୟରେ ସମ୍ପର୍କ ମାତା-ପିତା ଏବଂ ସନ୍ତାନର ସମ୍ବନ୍ଧ ଅଟେ ।
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ;
ଗାଲାତୀୟ ୪:୨୬
ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।
୨କରିନ୍ଥୀୟ ୬:୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି