୩,୫୦୦ ବର୍ଷ ପୂର୍ବେ, ଇସ୍ରାଏଲମାନେ ନିସ୍ତାର ପର୍ବ ପାଳନ କଲେ
ଓ ପରଦିନ−ଠାରୁ, ସେମାନେ ମିସର ସେନାଙ୍କ ଦ୍ୱାରା ପିଛା କରାଗଲା
ଓ ଦୁଃଖ ଦେଇ ଗଲେ । ଏହା ଏକ ଛାୟା ଥିଲା ।
ତାହାର ବାସ୍ତବିକତା ରୂପରେ, ୨,୦୦୦ ବର୍ଷ ପୂର୍ବେ,
ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ପାଳନ କଲେ
ଓ ସେ ପରଦିନ, ଖମୀରଶୂନ୍ୟ ରୋଟୀର ପର୍ବରେ କ୍ରୁଶରେ ଉଠାଗଲେ ।
ପୁରାତନ ନିୟମ ସମୟରେ, ପରମେଶ୍ୱର ଇସ୍ରାଏଲମାନଙ୍କୁ
ଖମୀରଶୂନ୍ୟ ରୋଟୀ ଓ ତିକ୍ତ ଶାଗ ଖାଇବାକୁ ଦେଲେ,
ଯାହାଦ୍ୱାରା ସେମାନେ ଖମୀରଶୂନ୍ୟ ରୋଟୀର ପର୍ବର ଦୁଃଖକୁ ସ୍ମରଣ କରିପାରନ୍ତି ।
ନୂତନ ନିୟମର ସମୟରେ, ପରମେଶ୍ୱର ଚର୍ଚ୍ଚ ଅଫ୍ ଗଡ୍ ର
ସମସ୍ତ ସଦସ୍ୟଙ୍କୁ, ଯେଉଁମାନେ ଯୀଶୁଙ୍କ ବଳିଦାନର ଅନୁଭବ କଲେ,
ଉପବାସ କରିବାକୁ କହିଲେ ଯାହାଦ୍ୱାରା ସେମାନେ କ୍ରୁଶର ଦୁଃଖରେ ଭାଗ ନେଇ ପାରିବେ ।
ଯେଉଁ ପ୍ରକାର ପ୍ରେରିତ ପାଉଲ ଆପଣା ଶରୀରରେ ଯୀଶୁଙ୍କ ଦାଗକୁ ନେଇ
ସୁସମାଚାର ପ୍ରଚାର କଲେ, ଆମ୍ଭେମାନେ ପରମେଶ୍ୱରଙ୍କ ଏପରି ସନ୍ତାନ ହେବା ଦରକାର
ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତାଙ୍କ ପ୍ରେମ ଓ ବଳିଦାନକୁ
ଆପଣା ହୃଦୟରେ ଉତ୍କୀର୍ଣ୍ଣ କରି, ସୁସମାଚାର ପ୍ରଚାର କରିବା ।
ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି । ଗାଲାତୀୟ ୬:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି