ସଂସାରର ଏତେ ଅଧିକ ଲୋକଙ୍କ ମଧ୍ୟରୁ କେହି ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି ନାହିଁ
ବା ଉଦ୍ଧାର ଅବା ପାପକ୍ଷମା ଅବା ସ୍ୱର୍ଗୀୟ ରାଜପଦଧାରୀ ଯାଜକ ହେବାର ପ୍ରତିଜ୍ଞା ପ୍ରାପ୍ତ
କରି ପାରିବେ ନାହିଁ ଯେପର୍ଯ୍ୟନ୍ତ କି ସେମାନେ ନୂତନ ନିୟମର ନିସ୍ତାର ପର୍ବରେ ଭାଗ ନିଅନ୍ତି ନାହିଁ
ଯାହାକୁ ଯୀଶୁ କ୍ରୁଶରେ ଆପଣା ରକ୍ତ ଝରାଉଥାଇ ସ୍ଥାପିତ କରିଥିଲେ ।
ଯେହେତୁ ଆମ୍ଭେ ପରମେଶ୍ୱରଙ୍କ ମାଂସ ଓ ରକ୍ତକୁ ଭୋଜନ ଓ ପାନ କରିବା ବିନା ଜୀବନ ଯାପନ କରିପାରିବା ନାହିଁ,
ତେଣୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଥର ଆସିଲେ, ନିସ୍ତାର ପର୍ବକୁ ପୁନଃସ୍ଥାପିତ କଲେ
ଯାହାକୁ ୩୨୫ ଖ୍ରୀଷ୍ଟାବ୍ଦରେ ନଷ୍ଟ କରାଯାଇଥିଲା, ଏବଂ ଯିରୂଶାଲମ ସ୍ୱର୍ଗୀୟ ମାତାଙ୍କ ବିଷୟରେ ସାକ୍ଷ୍ୟ ଦେଲେ,
ଯେ ମାନବଜାତି ନିମନ୍ତେ ଜୀବନର ସ୍ରୋତ ଅଟନ୍ତି ।
ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ
ପରମ୍ପରାଗତ ନିରର୍ଥକ ଆଚାରବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ
ବସ୍ତୁ ଦ୍ଵାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ
ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ ।
୧ପିତର ୧:୧୮-୧୯
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି,
ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ
ପାନ ନ କଲେ, ତୁମ୍ଭମାନଙ୍କ-ଠାରେ ଜୀବନ ନାହିଁ ।”
ଯୋହନ ୬:୫୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି