ବାହାରେ, ଲୋକମାନେ କୁହନ୍ତି ଯେ ଖ୍ରୀଷ୍ଟମାସ ଯୀଶୁଙ୍କ ଜନ୍ମଦିନ ଅଟେ, କିନ୍ତୁ ପ୍ରକୃତରେ, ଏହା ସୂର୍ଯ୍ୟ-ଦେବତାର ଆରାଧନା ଅଟେ ।
ଏହିପରି ଭାବରେ, ପରମେଶ୍ୱରଙ୍କ ଜୀବନର ପର୍ବଗୁଡ଼ିକୁ ନଷ୍ଟ କରିଦିଆଗଲା ଏବଂ ମୂର୍ତ୍ତିପୂଜକଙ୍କ ଦେବତାମାନଙ୍କର ପର୍ବକୁ ଚର୍ଚ୍ଚକୁ ଅଣାଗଲା ।
ବାଇବଲ ଏହି ପରିସ୍ଥିତିକୁ ସିୟୋନର ନଷ୍ଟ ହେବା ଏବଂ ଉତ୍ସନ୍ନ ହେବା ରୁପରେ ବର୍ଣ୍ଣନା କରେ ।
କିନ୍ତୁ, ବାଇବଲ ଭବିଷ୍ୟଦ୍ବାଣୀ କରିଥିଲା ଯେ ପରମେଶ୍ୱର ସିୟୋନକୁ ପୁନଃନିର୍ମାଣ କରିବା ନିମନ୍ତେ ପୁନର୍ବାର ଆସିବେ, ଏବଂ ଆଜି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଭବିଷ୍ୟବାଣୀ ଅନୁସାରେ ଆସିଲେ ଏବଂ ଚର୍ଚ୍ଚ ଅଫ୍ ଗଡ୍ ରେ ପର୍ବଗୁଡ଼ିକୁ ପୁନଃସ୍ଥାପନ କଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି