ପୁରାତନ ନିୟମରେ, ନିସ୍ତାର ପର୍ବର ମେଷଶାବକର ରକ୍ତ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ରକ୍ଷା କରାଯାଇଥିଲା ।
ଏହା ଦେଖାଇଥାଏ କି ଯେଉଁମାନଙ୍କ ପାଖରେ ଯୀଶୁଙ୍କ ରକ୍ତ ଅଛି,
ଯିଏ ନିସ୍ତାର ପର୍ବର ମେଷଶାବକଙ୍କ ରୂପେ ଆସିଥିଲେ, ସେମାନଙ୍କୁ ରକ୍ଷା କରାଯାଇ ପାରୁଥିଲା
ଓ ଯେଉଁମାନଙ୍କ ପାଖରେ ତାହାଙ୍କ ରକ୍ତ ନାହିଁ, ସେମାନେ ବିପତ୍ତି ପ୍ରାପ୍ତ କରିବେ ।
ଯେବେ ଆମ୍ଭେ ପରମେଶ୍ୱରଙ୍କ ମାଂସ ଭୋଜନ କରିବା ଓ ରକ୍ତ ପାନ କରିବାର ପବିତ୍ର ନିସ୍ତାର ପର୍ବର ବିଧିରେ
ଭାଗ ନେଇଥାଉ, ତେବେ ବିପତ୍ତି ଆମ୍ଭମାନଙ୍କ ଉପରୁ ପାର ହୋଇଯାଏ କାରଣ ପରମେଶ୍ୱର ଆମ୍ଭଠାରେ ଅଛନ୍ତି ।
ଏହା ବ୍ୟତିତ, ଆମ୍ଭ ଉପରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ
ସନ୍ତାନଙ୍କ ରୂପେ ମୁଦ୍ରାଙ୍କ କରାଯାଇ ପାରିବ ।
“ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ଵୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି ।” ରୋମୀୟ ୮:୧୬
ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି... ଯେ ମୋହର ମାଂସ ଭୋଜନ କରେ ଓ ମୋ’ ରକ୍ତ ପାନ କରେ, ସେ ମୋ’ଠାରେ ରହେ ଓ ମୁଁ ତାହାଠାରେ ରହେ । ଯୋହନ ୬:୫୪-୫୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି