ଏଥିରେ ଥିବା ବିଷୟ ଉପରେ ନିର୍ଭର କରି, ଗୋଟିଏ ଖାଲି ବୋତଲ ଏକ ପାତ୍ର କିମ୍ବା ଜଳ ବୋତଲ ହୋଇପାରେ ।
ଯେପରି ୨,୦୦୦ ବର୍ଷ ପୂର୍ବେ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଗ୍ରହଣ କରିବା ପରେ ପ୍ରେରିତମାନେ ନୂତନ ନିୟମର ସେବକ ହୋଇଥିଲେ, ସେହିପରି ଯେତେବେଳେ ଆମେ ପବିତ୍ର ଆତ୍ମା ପାଇଥାଉ, ସେତେବେଳେ ଆମେ ମଧ୍ୟ ପରମେଶ୍ୱରଙ୍କ ସିଦ୍ଧ ସନ୍ତାନ ହୋଇପାରିବା ।
ଦୁଇ ହଜାର ବର୍ଷ ପୂର୍ବେ, ଯୀଶୁ କ୍ରୁଶରେ ମୃତ୍ୟୁ ବରଣ କରିବା ପରେ, ପ୍ରେରିତମାନେ ଭୟଭୀତ ହୋଇ କମ୍ପୁଥିଲେ, କିନ୍ତୁ ପେଣ୍ଟିକଷ୍ଟ ଦିନ ପବିତ୍ର ଆତ୍ମା ପ୍ରାପ୍ତ କରିବା ପରେ, ସେମାନେ ସାହସର ସହିତ ସାକ୍ଷ୍ୟ ଦେଇଥିଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ।
ପ୍ରେରିତମାନେ ଯେପରି କରିଥିଲେ, ଆଜି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପେଣ୍ଟିକଷ୍ଟ ଦିନରେ ଶେଷ ବୃଷ୍ଟିର ପବିତ୍ର ଆତ୍ମା ପ୍ରାପ୍ତ କରିବା ପରେ ସାହସର ସହିତ ସାକ୍ଷ୍ୟ ଦେଇଛନ୍ତି ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ମାନବଜାତିକୁ ରକ୍ଷା କରିବା ନିମନ୍ତେ ଆସିଅଛନ୍ତି ।
ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ ।
ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ତ ପବନର ଶଦ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ସର୍ବତ୍ର ବ୍ୟାପିଗଲା,
ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।
ପ୍ରେରିତ ୨:୧-୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି