ଯେପରି ପ୍ରତ୍ୟେକ ଲୋକଙ୍କର ପିତା ଏବଂ ମାତା ଅଛନ୍ତି ଯିଏକି ସେମାନଙ୍କୁ ଶାରୀରିକ ଭାବରେ ଜନ୍ମ ଦେଇଛନ୍ତି, ସେହିପରି ଆତ୍ମିକ ପିତା ଏବଂ ଆତ୍ମିକ ମାତା ଅଛନ୍ତି ଯିଏକି ଆମ୍ଭମାନଙ୍କୁ ସ୍ୱର୍ଗଦୂତଙ୍କ ଦୁନିଆରେ ଅନନ୍ତ ଜୀବନ ପ୍ରଦାନ କରନ୍ତି ।
ଏହା ଉପରେ ବିଶ୍ୱାସ କରୁଥାଇ, ଆମ୍ଭମାନଙ୍କୁ ନୂତନ ନିୟମର ନିସ୍ତାରପର୍ବ ପାଳନ କରିବା ଉଚିତ୍, ଯାହାକି ପରମେଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଏକମାତ୍ର ଉପାୟ ଅଟେ ।
ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପରମେଶ୍ୱରଙ୍କ ନାମ ଜାଣିବା ଉଚିତ୍, ଯେଉଁମାନେ ସ୍ୱର୍ଗରାଜ୍ୟରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜତ୍ୱ କରିବେ ।
ଯେପରି ପୁତ୍ରଙ୍କ ଯୁଗରେ ସନ୍ଥମାନେ ଯୀଶୁଙ୍କ ନାମ ଗ୍ରହଣ କଲେ ଏବଂ ପରିତ୍ରାଣ ପ୍ରାପ୍ତ କଲେ, ସେହିପରି ପବିତ୍ର ଆତ୍ମାଙ୍କ ଯୁଗରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି, ସମଗ୍ର ଜଗତରେ ପରମେଶ୍ୱରଙ୍କ ନାମ ପ୍ରଚାର କରନ୍ତି ଏବଂ ପରିତ୍ରାଣର ସମାଚାର ପହଞ୍ଚାଇଥାନ୍ତି ।
କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ ।
ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ; ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?
ଏବ୍ରୀ ୧୨:୮-୯
କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମ କୀର୍ତ୍ତନ କରିବା ।
ଗୀତସଂହିତା ୨୦:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି