ବାଇବଲର ଭବିଷ୍ୟବାଣୀ ଅନୁଯାୟୀ, ପରମେଶ୍ୱର ୧୯୧୮ ରେ ଶୀତଦିନେ ଦ୍ୱିତୀୟ ଥର ଶରୀରରେ ଏହି ପୃଥିବୀକୁ ଆସିଲେ । ସେ ପଥର ଭାଙ୍ଗିବାର କାର୍ଯ୍ୟ କଲେ ଏବଂ କଠିନ ଜୀବନ ଯାପନ କରୁଥାଇ ନୂତନ ନିୟମର ସତ୍ୟତାକୁ ପ୍ରଚାର କଲେ, ତଥାପି ଲୋକମାନେ ତାହାଙ୍କ ତିରସ୍କାର କରୁଥାଇ ଦାବି କଲେ ଯେ ସେ ପରମେଶ୍ୱର ନୁହନ୍ତି ।
କିନ୍ତୁ, ତାଙ୍କୁ ଚିହ୍ନିବାର ପଦ୍ଧତି, ଯେ ପରମେଶ୍ୱରଙ୍କ ରହସ୍ୟ ଅଟନ୍ତି, ମନୁଷ୍ୟ ଜ୍ଞାନ ଦ୍ୱାରା ନୁହେଁ ବରଂ ବାଇବଲ ମାଧ୍ୟମରେ ଅଟେ । ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ନୂତନ ନିୟମର ନିସ୍ତାରପର୍ବର ଦ୍ରାକ୍ଷାରସ ଦ୍ବାରା ଆମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କଲେ; ସେ ଆମ୍ଭମାନଙ୍କ ପରମେଶ୍ୱର ଯେ ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଦ୍ୱିତୀୟଥର ଆସିଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି