ଏହି ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି, ଯେପରି ଶଲୋମନ ଏବଂ ଆୟୁବ, ଥରେ ସ୍ୱର୍ଗର ରାଜ୍ୟରେ ରହୁଥିବା ଜଣେ ଦୂତ ଥିଲେ। ଆମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ଏହି ପୃଥିବୀରେ ଜୀବନ ପରିଶ୍ରମ ଏବଂ ଦୁଃଖରେ ପରିପୂର୍ଣ୍ଣ କାରଣ ଏହା ସେହି ସ୍ଥାନ ଯେଉଁଠାକୁ ଦୂତମାନେ, ଯେଉଁମାନେ ଥରେ ସ୍ୱର୍ଗରେ ପରମେଶ୍ୱରଙ୍କ ସହିତ ମହିମାରେ ବାସ କରୁଥିଲେ, ମୃତ୍ୟୁ ଆଡ଼କୁ ନେଇଯାଉଥିବା ଏକ ମହାପାପ କରିବା ପରେ ନିକ୍ଷେପ ହୋଇଥିଲେ।
ଆଜି, ଯିଏ ହଜିଯାଇଥିବା ନୂତନ ନିୟମ ନିସ୍ତାର ପର୍ବକୁ ପୁନଃସ୍ଥାପିତ କରିଛନ୍ତି, ସେ ଅନ୍ୟ କେହି ନୁହଁନ୍ତି ବରଂ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। କାରଣ ନୂତନ ନିୟମ ନିସ୍ତାର ପର୍ବ ହେଉଛି ସେହି ନିୟମ ଯାହାକୁ ଯୀଶୁ କ୍ରୁଶରେ ତାହାଙ୍କ ବଳିଦାନ ମାଧ୍ୟମରେ ସ୍ଥାପନ କରିଥିଲେ, ଯାହା ଦ୍ଵାରା ସମସ୍ତ ମାନବଜାତି ମୃତ୍ୟୁ ଆଡ଼କୁ ନେଇଯାଉଥିବା ପାପ — ସ୍ୱର୍ଗରେ କରିଥିବା ପାପ — କ୍ଷମା ପାଇପାରିବେ ଏବଂ ସ୍ୱର୍ଗର ରାଜ୍ୟକୁ ଫେରିପାରିବେ।
ତାହାଙ୍କ ଅନୁଗ୍ରହରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି, ଅର୍ଥାତ୍, ଅପରାଧସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ। ଏଫିସୀୟ ୧:୭
କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନ; ଜୀବନ ଅଟେ। ରୋମୀୟ ୬:୨୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି