ସ୍ୱର୍ଗରାଜ୍ୟ ହେଉଛି ଏକ ଅନନ୍ତ ଖୁସି ଏବଂ ଆନନ୍ଦର ସ୍ଥାନ, ଯେଉଁଠାରେ କୌଣସି ମୃତ୍ୟୁ, ଯନ୍ତ୍ରଣା କିମ୍ବା ଦୁଃଖ ନାହିଁ ।
ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଏକ ଲକ୍ଷ୍ୟହୀନ ଜୀବନଯାପନ ନ କରିବା ନିମନ୍ତେ କହିଲେ ଯେପରି ଆମେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବା ଯେତେବେଳେ କି ଆମେ ଶହେ ବର୍ଷ ମଧ୍ୟ ବଞ୍ଚିପାରିବା ନାହିଁ, କିନ୍ତୁ ସ୍ୱର୍ଗରାଜ୍ୟ ନିମନ୍ତେ ଜୀବନ ଅତିବାହିତ କରିବାକୁ କହିଅଛନ୍ତି ।
ଯେପରି ଯୀଶୁ ୨,୦୦୦ ବର୍ଷ ପୂର୍ବେ ନୂତନ ନିୟମର ନିସ୍ତାରପର୍ବ ମାଧ୍ୟମରେ ମାନବଜାତିକୁ ଜୀବନ ପ୍ରଦାନ କରିଥିଲେ, ସେହିପରି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆମ୍ଭମାନଙ୍କୁ ଶିଖାଇଛନ୍ତି ଯେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଅତିବାହିତ କରିବା ନିମନ୍ତେ ନିସ୍ତାରପର୍ବ ପାଳନ କରିବା ଉଚିତ୍, କ୍ଷେତ୍ରର ପୁଷ୍ପ ତୁଲ୍ୟ ଏକ ଶୁଷ୍କ ଜୀବନ ନୁହେଁ ।
କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ; କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ ।
ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ ।
ଗୀତସଂହିତା ୯୦:୯-୧୦
କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ, କିନ୍ତୁ ଈଶ୍ଵରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ ।
୧ପିତର ୧:୨୪–୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି