ଯେଉଁ ଲୋକମାନେ ଗ୍ରାମାଞ୍ଚଳରେ ରହିବା କ’ଣ ଜାଣନ୍ତି ନାହିଁ,
ସେମାନେ କୃଷକଙ୍କ ଜୀବନ ଶୈଳୀକୁ ବୁଝନ୍ତି ନାହିଁ ।
ସେହିଭଳି, ଯେଉଁମାନେ ଆତ୍ମିକ ଜଗତକୁ ଜାଣନ୍ତି ନାହିଁ
ସେମାନେ ପରମେଶ୍ବରଙ୍କ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ ।
ତେଣୁ, ଆମ୍ଭମାନଙ୍କୁ ବିଶ୍ୱାସ କରିବା ଉଚିତ୍ ଯେ ଆମ୍ଭମାନଙ୍କ ବିଶ୍ୱାସର ପଥରେ
ଯାହା କିଛି ଘଟେ ତାହା ପରମେଶ୍ବରଙ୍କ ଉଦ୍ଦେଶ୍ୟର ଏକ ଅଂଶ ।
ଇସହାକ ଆପଣା ମାତା, ସାରାଙ୍କ ଦ୍ୱାରା ଅବ୍ରହାମଙ୍କ ପରିବାରରେ ଉତ୍ତରାଧିକାରୀ ହେଲେ ।
ଏହା ଏକ ଛାୟା ଯାହା ଦେଖାଏ ଯେ ଏହି ଯୁଗରେ ପରମେଶ୍ବରଙ୍କ ପ୍ରତିଜ୍ଞା
ଏବଂ ପରିତ୍ରାଣର ଅନୁଗ୍ରହ ସେହି ଚର୍ଚ୍ଚରେ ଅଛି
ଯେଉଁଠାରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ବାସ କରନ୍ତି ।
“ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ଵର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ଵ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।” ପ୍ରକାଶିତ ବାକ୍ୟ ୪:୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି