ବାଇବଲ ଆଦମ ଏବଂ ହବା ମାଧ୍ୟମରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ନିକଟରେ ସାକ୍ଷ୍ୟ ଦିଏ ।
ଯେପରି ହବାଙ୍କୁ “ସମସ୍ତ ଜୀବମାନଙ୍କର ମାତା” କୁହାଯାଏ, ସେହିପରି ସେ ମାନବଜାତିକୁ ଶାରୀରିକ ଜୀବନ ପ୍ରଦାନ କଲେ, ଏବଂ ପରମେଶ୍ୱରମାତା ଏହି ପୃଥିବୀକୁ ମାନବଜାତିକୁ ଅନନ୍ତ ଜୀବନ ଦେବା ପାଇଁ ଆସିଲେ ।
ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟର ନିର୍ମାଣ କରୁ, . . “ ଏବଂ ପୁରୁଷ ଏବଂ ସ୍ତ୍ରୀ କୁ ନିର୍ମାଣ କଲେ, ଏବଂ ସେ ବାଇବଲରେ ବହୁବଚନ ସଂଜ୍ଞା “ଏଲୋହିମ୍” [ପରମେଶ୍ୱର] ର ୨,୫୦୦ ରୁ ଅଧିକ ଥର ପ୍ରୟୋଗ କଲେ ।
ଏହା ବ୍ୟତୀତ, ସେ ଏହା ମଧ୍ୟ ପ୍ରମାଣିତ କଲେ ଯେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ଅଛି, ଯିଏ କେବଳ ମାତାଙ୍କ ମାଧ୍ୟମରେ ଜୀବନ ପ୍ରାପ୍ତ କରିବା ପାଇଁ ସମସ୍ତ ବିଷୟ ସୃଷ୍ଟି କରିବାର ବ୍ୟବସ୍ଥା ମାଧ୍ୟମରେ ମାନବଜାତିକୁ ଅନନ୍ତ ଜୀବନ ପ୍ରଦାନ କରନ୍ତି ।
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ। . .”
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ।
ଆଦି ପୁସ୍ତକ ୧:୨୬-୨୭
ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା (ଜୀବନ) ଦେଲେ, ଯେହେତୁ ସେ ଜୀବିତ ସକଳର ମାତା ହେଲେ।
ଆଦି ପୁସ୍ତକ ୩:୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି