ଯେହେତୁ ପରମେଶ୍ୱର କହନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପବିତ୍ର ଆତ୍ମା ପାଇବେ, ତେଣୁ ଯେଉଁମାନେ ଏହାକୁ ଗ୍ରହଣ କରିବାକୁ ଚାହାଁନ୍ତି, ସେମାନେ ପିତାଙ୍କ ଯୁଗରେ ସଦାପ୍ରଭୁ ପରମେଶ୍ୱର, ପୁତ୍ରଙ୍କ ଯୁଗରେ ଯୀଶୁ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଆତ୍ମା ଓ କନ୍ୟା ଭାବରେ ଆସିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଶିକ୍ଷାରେ ବିଶ୍ୱାସ କରିବା ଏବଂ ଅନୁସରଣ କରିବା ଉଚିତ୍।
ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ପାଳନ କରନ୍ତି, ସେମାନେ ପ୍ରକୃତରେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି। ଯେପରି ନୋହ, ଅବ୍ରହାମ, ମୋଶା, ଯିହୋଶୂୟ ଏବଂ କାଲେବ ପରମେଶ୍ୱରଙ୍କ ବାକ୍ୟ ପାଳନ କରି ଆଶୀର୍ବାଦ ପାଇଥିଲେ, ସେହିପରି ଯେଉଁ ବିଶ୍ୱାସୀମାନେ ବିଶ୍ରାମ ର ଦିନ ଓ ନିସ୍ତାର ପର୍ବ—ପରମେଶ୍ୱରଙ୍କ ବାକ୍ୟ—ପାଳନ କରନ୍ତି, ସେମାନେ ଆଜି ଆଶୀର୍ବାଦ ପାଇବେ।
ଯେ ଈଶ୍ଵରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ଵରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ଵରଙ୍କଠାରୁ ଉତ୍ପନ୍ନ ନୁହଁ। ଯୋହନ ୮:୪୭
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ। ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ। ଦ୍ୱିତୀୟ ବିବରଣ ୨୮:୯–୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି