ଯେତେବେଳେ ସର୍ବଶକ୍ତିମାନ ପରମେଶ୍ୱର ଯୀଶୁ, ମାନବଜାତିକୁ ଉଦ୍ଧାର କରିବା ପାଇଁ ଶରୀରରେ ଆସିଲେ, ସେତେବେଳେ ଅନେକ ଲୋକ ତାହାଙ୍କୁ ତିରସ୍କାର କଲେ ।
କିନ୍ତୁ ଏପରି ଲୋକମାନେ ମଧ୍ୟ ଥିଲେ ଯେଉଁମାନେ ତାହାଙ୍କୁ ସମ୍ମାନ କଲେ ଯେପରିକି ଯୀଶୁଙ୍କ ମସ୍ତକରେ ସୁଗନ୍ଧି ତୈଳ ଢାଳିଥିବା ସ୍ତ୍ରୀ, ଶତସେନାପତି, ରକ୍ତସ୍ରାବରେ ପିଡ଼ୀତ ସ୍ତ୍ରୀ ଏବଂ ଜଖୀୟ ।
ପ୍ରଥମ ଚର୍ଚ୍ଚର ସନ୍ଥମାନେ ଏହିପରି ବିଶ୍ୱାସ ସହିତ ଯୀଶୁଙ୍କୁ ଗ୍ରହଣ କଲେ, ଏବଂ ଏହାର ପ୍ରତିବଦଳରେ, ସେମାନେ ପବିତ୍ର ଆତ୍ମାଙ୍କ ଅନୁଗ୍ରହର ଦାନ ପ୍ରାପ୍ତ କଲେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବିଶ୍ୱାସ କରନ୍ତି ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଉଦ୍ଧାରକର୍ତ୍ତା ଅଟନ୍ତି ଯେଉଁମାନେ ଭବିଷ୍ୟବାଣୀ ଅନୁସାରେ ଆସିଅଛନ୍ତି, "ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୁଗରେ ଆତ୍ମା ଏବଂ କନ୍ୟା ରୁପରେ ଆସିବେ," ଏବଂ ସେମାନଙ୍କର ଆଦର କରିବେ ।
ପରମେଶ୍ୱର ସେମାନଙ୍କୁ ଶେଷ ବୃଷ୍ଟିର ପବିତ୍ର ଆତ୍ମା ପ୍ରଦାନ କରନ୍ତି, ଯାହା ପ୍ରଥମ ଚର୍ଚ୍ଚର ତୁଳନାରେ ଅଧିକ ମହାନ ଅଚେ, ଯେଉଁଥିପାଇଁ ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କୁ ସମ୍ମାନ କରୁଥିବା ଲୋକମାନଙ୍କ ଅଦ୍ଭୁତ କାର୍ଯ୍ୟ ଆରମ୍ଭ ହୋଇଥାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି