ସଦୋମ ଓ ହମୋରାର ସମୟରେ, ଲୋଟଙ୍କ ଜ୍ୱାଇଁମାନେ ସତର୍କବାଣୀକୁ ପରିହାସ ମନେ କରିବାରୁ ବିପଦଗ୍ରସ୍ତ ହେଲେ। ପରମେଶ୍ୱରଙ୍କ ସତର୍କବାଣୀକୁ ଅବଜ୍ଞା କରିଥିବା ଭବିଷ୍ୟଦ୍ବକ୍ତା ପଥ ମଧ୍ୟରେ ସିଂହ ଦ୍ୱାରା ନିହତ ହେଲେ। ମୋଶାଙ୍କ ସମୟରେ, ନିସ୍ତାର ପର୍ବ ପାଳନ ନ କରିଥିବା ପ୍ରତ୍ୟେକ ମିଶରୀୟ ପରିବାରର ପ୍ରଥମଜାତ ସନ୍ତାନ ମୃତ୍ୟୁବରଣ କଲେ। ଏହି ଐତିହାସିକ ବିବରଣୀରୁ ଆମେ ଶିଖୁ ଯେ, ଏହି ଯୁଗରେ ଦିଆଯାଇଥିବା ପରମେଶ୍ୱରଙ୍କ ସତର୍କବାଣୀ ପ୍ରତି ଆମେ ଧ୍ୟାନ ଦେବା ଉଚିତ୍।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ କହିଛନ୍ତି ଯେ ଆଜ୍ଞା ପାଳନ ହିଁ ପରମେଶ୍ୱରଙ୍କୁ ପ୍ରେମ କରିବା। ସେ ଏହା ମଧ୍ୟ ଶିଖାଇଲେ ଯେ, ପ୍ରସ୍ଥାନ ସମୟ ପରି, କେବଳ ନିସ୍ତାର ପର୍ବର ଆଜ୍ଞା ପାଳନ କରି ଆମେ ବିପଦରୁ ମୁକ୍ତିର ଚିହ୍ନ ପାଇପାରିବା ଓ ଭବିଷ୍ୟବାଣୀର ଶେଷ ବିପଦରେ ପରମେଶ୍ୱରଙ୍କ ସୁରକ୍ଷାରେ ରହିପାରିବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି