ଯେବେ ପରମେଶ୍ୱର ଆସିବେ ତେବେ ମାନବଜାତି ଜୀବନର ବୃକ୍ଷର ସତ୍ୟତାକୁ ବୁଝିପାରିବ ଏବଂ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବ ।
ଲୋକମାନେ ଯୀଶୁଙ୍କୁ ନିର୍ଯ୍ୟାତନା ଦେଲେ ଓ କ୍ରୁଶରେ ବିଦ୍ଧ କଲେ, ଯେ ସେମାନଙ୍କ ପରିତ୍ରାଣ ନିମନ୍ତେ ପୃଥିବୀକୁ ଆସିଥିଲେ, ତଥାପି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟଥର ଏହି ପୃଥିବୀକୁ ଆସିଲେ ଏବଂ ସନ୍ତାନମାନଙ୍କୁ ଜୀବନ ଦେଲେ ।
ଯେପରି ଲେଖାଯାଇଛି, “ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ କରିବା ପାଇଁ ସେ ଦ୍ୱିତୀୟ ଥର ଦର୍ଶନ ହେବେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏହି ପୃଥିବୀକୁ ଆସିଲେ, ଏବଂ ସେ ହଜିଯାଇଥିବା ନୂତନ ନିସ୍ତାରପର୍ବ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେଲେ, ରାଜା ଦାଉଦଙ୍କ ସମସ୍ତ ଭବିଷ୍ୟବାଣୀକୁ ପୂରଣ କରିଥିଲେ ଏବଂ ସ୍ବର୍ଗୀୟ ଯିରୂଶାଲମ ମାତାଙ୍କୁ ପ୍ରକାଶ କରିଥିଲେ ।
ଏହି କାରଣରୁ, ଆଜି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ସିୟୋନରେ ସ୍ୱର୍ଗରାଜ୍ୟ ପାଇଁ ଆଶା ରଖିପାରନ୍ତି ।
ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ,
ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ଵିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।
ଏବ୍ରୀ ୯:୨୭-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି