ଇସ୍ରାଏଲୀୟମାନେ ସୁଫ ସମୁଦ୍ରରେ ପ୍ରବେଶ କରିବା ଯୀଶୁଙ୍କ କବରରେ ପ୍ରବେଶ କରିବାକୁ ଦର୍ଶେଇଥାଏ, ଏବଂ ଇସ୍ରାଏଲୀୟମାନଙ୍କର ସୁଫ ସମୁଦ୍ରରୁ ଭୂମିକୁ ଆସିବା ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଏକ ଭବିଷ୍ୟବାଣୀ ଥିଲା ।
ପରମେଶ୍ୱର ପୁରାତନ ନିୟମରେ ପ୍ରଥମ ଫଳର ଦିନର ସ୍ଥାପନ କଲେ, ଯାହାଦ୍ୱାରା ଆମେ ଏହି କାର୍ଯ୍ୟକୁ ଭୁଲିବୁ ନାହିଁ ।
ଯେପରି ପୁରାତନ ନିୟମରେ, ନିସ୍ତାର ପର୍ବ ଏବଂ ଖମୀରଶୂନ୍ୟ ରୋଟୀର ପର୍ବ ପରେ ଆସୁଥିବା ରବିବାର ଦିନକୁ ପ୍ରଥମ ଫଳର ଦିନ ଭାବରେ ପାଳନ କରାଗଲା, ସେହିପରି ଯୀଶୁଙ୍କ ପୁନରୁତ୍ଥାନ, ଯିଏକି ଶୋଇଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଫଳ ଅଟନ୍ତି, ରବିବାର ଦିନ ହେଲା । ଫଳସ୍ୱରୂପ, ପ୍ରଥମ ଚର୍ଚ୍ଚର ସନ୍ଥମାନେ ଏହି ବିଶ୍ୱାସକୁ ଧାରଣ କଲେ ଯଦିଓ ସେମାନେ ମୃତ୍ୟୁବରଣ କରନ୍ତି, ସେମାନେ ପୁନର୍ବାର ବଞ୍ଚିବେ, ଏବଂ ସେମାନେ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହୋଇ ପରିତ୍ରାଣର ସୁସମାଚାର ପ୍ରଚାର କରିବାରେ ସର୍ବଦା ଆନନ୍ଦ ପାଉଥିଲେ ।
କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ଵରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି ।
परन्तु सचमुच मसीह मुर्दो में से जी उठा है, और जो सो गए हैं उनमें वह पहला फल हुआ।
୧କରିନ୍ଥୀୟ ୧୫:୨୦
ପୁଣି ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,
ପୁଣି ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା,
और कब्रें खुल गईं, और सोए हुए पवित्र लोगों के बहुत से शव जी उठे,
ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ ।
और उसके जी उठने के बाद वे कब्रों में से निकलकर पवित्र नगर में गए और बहुतों को दिखाई दिए।
ମାଥିଉ ୨୭:୫୧-୫୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି