ରାଜା ଶଲୋମନ କହିଲେ ଯେ ପରମେଶ୍ୱରଙ୍କୁ ଭୟ କରିବା ସମଗ୍ର ମାନବଜାତିର ସମ୍ପୂର୍ଣ୍ଣ କର୍ତ୍ତବ୍ୟ ଅଟେ, ଏବଂ ଯୀଶୁ କହିଲେ ଯେ ସବୁଠାରୁ ବଡ଼ ଆଜ୍ଞା ହେଉଛି ପରମେଶ୍ୱରଙ୍କୁ ଆମ୍ଭମାନଙ୍କ ସମ୍ପୂର୍ଣ୍ଣ ହୃଦୟ ଏବଂ ମନ ସହିତ ପ୍ରେମ କରିବା ।
ସେ ନୂତନ ନିୟମର ବ୍ୟବସ୍ଥାକୁ ସ୍ଥାପନ କରି, କହିଲେ ଯେ ପ୍ରେମ ହେଉଛି ବ୍ୟବସ୍ଥାର ପୂର୍ଣ୍ଣତା ।
ପରମେଶ୍ୱରଙ୍କୁ ଏଥିପାଇଁ କ୍ରୁଶରେ ଚଢାଇ ଦିଆଯାଇଥିଲା କାରଣ ସେ ମାନବଜାତିକୁ ବହୁତ ପ୍ରେମ କରୁଥିଲେ ।
ପୁରାତନ ନିୟମର ବ୍ୟବସ୍ଥା ଅନୁଯାୟୀ ବଳି ଦିଆଯାଇଥିବା ସମସ୍ତ ପ୍ରାଣୀ ପରମେଶ୍ୱରଙ୍କ ପ୍ରତୀକ ଅଟନ୍ତି, ପରିଶେଷରେ ଯେଉଁମାନେ ଏହା ବିଷୟରେ ସାକ୍ଷ୍ୟ ଦିଅନ୍ତି ଯେ କିପରି ପବିତ୍ର ଆତ୍ମାଙ୍କ ଯୁଗରେ ଆସିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା ମାନବଜାତିର ପରିତ୍ରାଣ ନିମନ୍ତେ ବିଶ୍ରାମଦିନ ଏବଂ ନିସ୍ତାରପର୍ବ ସହିତ ନୂତନ ନିୟମ ସ୍ଥାପନ କରିବେ ।
ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ଵରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।
ଉପଦେଶକ ୧୨:୧୩
ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),”
“ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।”
ଏଫିସୀୟ ୬:୧-୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି