ବାଇବଲ ଲେଖିଥିବା ଭବିଷ୍ୟଦ୍ବକ୍ତାମାନେ ବିଭିନ୍ନ ଯୁଗରେ ବାସ କରୁଥିଲେ ଏବଂ ସେମାନଙ୍କ ପାଖରେ ବିଭିନ୍ନ ପ୍ରକାରର ବୃତ୍ତି ଏବଂ ବିଭିନ୍ନ ବ୍ୟକ୍ତିତ୍ୱ ଥିଲା, ତଥାପି ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ, ସେମାନେ ନିରନ୍ତର ଭବିଷ୍ୟବାଣୀ କରିଥିଲେ, ଯାହା ଏହି ବିଷୟରେ ଆମ୍ଭମାନଙ୍କୁ ଆଲୋକିତ କରେ ଯେ “କାହିଁକି ମାନବଜାତି ଏହି ପୃଥିବୀକୁ ଆସିଲେ ଏବଂ ଆମ୍ଭେମାନେ କେଉଁଆଡ଼େ ଯାଉଅଛୁ ।”
ଯେହେତୁ ବାଇବଲ ସତ୍ୟ ଅଟେ, ତେଣୁକରି ଆମ୍ଭମାନଙ୍କୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବିଷୟରେ ଭବିଷ୍ୟବାଣୀରେ ବିଶ୍ୱାସ କରିବା ଉଚିତ୍ । ଯିଶାଇୟଙ୍କ ପୁସ୍ତକ ଯୀଶୁଙ୍କ ଆଗମନର ୭୦୦ ବର୍ଷ ପୂର୍ବେ ଯୀଶୁଙ୍କ ଦୁଃଖ ବିଷୟରେ ଭବିଷ୍ୟବାଣୀ କରିଥିଲା, ଏବଂ ଆୟୁବ ପୁସ୍ତକ ଜଳଚକ୍ର ଏବଂ ଏହି ସତ୍ୟକୁ ରେକର୍ଡ କରିଥିଲା ଯେ ପୃଥିବୀ ୩,୫୦୦ ବର୍ଷ ପୂର୍ବେ ମହାକାଶରେ ଝୁଲୁଅଛି, ଯାହା ବିଜ୍ଞାନ କେବଳ ୧୭ ଶତାବ୍ଦୀରେ ଆବିଷ୍କାର କରିଥିଲା ।
ସମସ୍ତ ଶାସ୍ତ୍ର ଈଶ୍ଵର ନିଶ୍ଵସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ଵନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ଵରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।
୨ତୀମଥି ୩:୧୬-୧୭
“ସେ ଶୂନ୍ୟ ଉପରେ ଉତ୍ତର-କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକି ଝୁଲାନ୍ତି ।”
ଆୟୁବ ୨୬:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି