ଯେପରି ଦୁନିଆରେ ଅନେକ ନକଲି ବ୍ରାଣ୍ଡ ରହିଛି, ସେହିପରି ମିଥ୍ୟା ଚର୍ଚ୍ଚ ମଧ୍ୟ ରହିଛି । ପ୍ରକୃତ ଚର୍ଚ୍ଚକୁ ଖୋଜିବା ପାଇଁ ଯେଉଁଠାରେ ପରିତ୍ରାଣ ଅଛି, ପ୍ରଥମ, ଏହାର ନାମ ନିଶ୍ଚିତ ଭାବରେ "ଚର୍ଚ୍ଚ ଅଫ୍ ଗଡ୍" ହେବା ଉଚିତ୍, ଦ୍ୱିତୀୟ, ଏହା ସ୍ୱୟଂ ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ ହେବା ଉଚିତ୍, ଏବଂ ତୃତୀୟ, ଏଥିରେ ବାଇବଲର ସତ୍ୟ ହେବା ଉଚିତ୍ ।
ବାଇବଲ ସାକ୍ଷ୍ୟ ଦିଏ ଯେ ପ୍ରକୃତ ଚର୍ଚ୍ଚ ଯାହାକୁ ଆତ୍ମା ଓ କନ୍ୟା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଦ୍ବାରା ପୁନଃସ୍ଥାପିତ କରାଯାଇଅଛି, ଏବଂ ଯାହା ବିଶ୍ରାମ ଦିନ ଏବଂ ଯୀଶୁଙ୍କ ଦ୍ୱାରା ପାଳନ କରାଯାଇଥିବା ନିସ୍ତାରପର୍ବ ସମେତ ସମସ୍ତ ସତ୍ୟକୁ ପାଳନ କରେ, ସିୟୋନ ଅଟେ, ଯାହା ପରମେଶ୍ୱର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଶ୍ରୟସ୍ଥାନ ଏବଂ ପରିତ୍ରାଣର ସ୍ଥାନ ଅଟେ ।
ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ ।...
ଲୂକ ୪:୧୬
ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ ନିକଟକୁ ଲେଖୁଅଛନ୍ତି;...
୧କରିନ୍ଥୀୟ ୧:୧-୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି